ନବ ଦାସ ହତ୍ୟା ମାମଲା ନେଇ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଡିଜିଙ୍କ କ୍ୟାମ୍ପ ଅଫିସରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଡିଜିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଉପସ୍ଥିତ ରହିଛନ୍ତି। ତେବେ ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି। ଗତକାଲି ବିଜେପିର ଲଙ୍କାକାଣ୍ଡ ପ୍ରସଙ୍ଗରେ ବୈଠକ ଚାଲିଛି। ନବ ଦାସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ ଏଥିରେ ଆଲୋଚନା ହେଉଛି। … Continue reading ନବ ଦାସ ହତ୍ୟା ମାମଲା ନେଇ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ